ଓଡିଶା

odisha

ETV Bharat / city

ଏଣିକି ସାଧାରଣ ସ୍କୁଲରେ ପଢିପାରିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ - handicap students can go to General school

ଶିକ୍ଷାର ସୁବିଧା ସମସ୍ତଙ୍କ ପାଇଁ ମିଳିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ କେବଳ ସ୍ପେଶାଲ ସ୍କୁଲରେ ପଢୁଥିଲେ । ଅଧିକ ପଢନ୍ତୁ

ଏଣିକି ସାଧାରଣ ସ୍କୁଲରେ ପଢିପାରେ ଭିନ୍ନକ୍ଷଣ ଛାତ୍ରଛାତ୍ରୀ
ଏଣିକି ସାଧାରଣ ସ୍କୁଲରେ ପଢିପାରେ ଭିନ୍ନକ୍ଷଣ ଛାତ୍ରଛାତ୍ରୀ

By

Published : May 25, 2022, 10:55 PM IST

ଭୁବନେଶ୍ବର: ଏଣିକି ଭିନ୍ନକ୍ଷମ ଛାତ୍ରଛାତ୍ରୀ ସାଧାରଣ ସ୍କୁଲରେ ବି ପଢି ପାରିବେ । ବ୍ରହ୍ମପୁର, ସମ୍ବଲପୁରରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି। ଶିକ୍ଷାର ସୁବିଧା ସମସ୍ତଙ୍କ ପାଇଁ ମିଳିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ କେବଳ ସ୍ପେଶାଲ ସ୍କୁଲରେ ପଢୁଥିଲେ।

ଏବେ ସବୁଠି ସେଭଳି ବ୍ୟବସ୍ଥା ଉପଲବ୍ଧ ହେବ ବୋଲି କହିଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details