ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ ଉଦଘାଟନ ହେଲା ଫାର୍ମାସିଟିସିକାଲ କ୍ଲଷ୍ଟର - ଫାର୍ମାସିଟିସିକାଲ କ୍ଲଷ୍ଟର

ରାଜଧାନୀ ଭୁବନେଶ୍ଵରରେ ଉଦଘାଟନ ହେଲା ଫାର୍ମାସିଟିସିକାଲ କ୍ଲଷ୍ଟର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଓଡିଶା ଏବଂ ଉତ୍କଳ ଫାର୍ମା ଉତ୍ପାଦନ ସଂଘର କଟକ-ଭୁବନେଶ୍ୱର ସାଧାରଣ ସୁବିଧା କେନ୍ଦ୍ର (ସିଏଫସି)ର କମ୍ୟୁନାରୀ ସମାରୋହରେ ଏହାର ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ଉଦଘାଟନ ହେଲା ଫାର୍ମାସିଟିସିକାଲ କ୍ଲଷ୍ଟର
ଭୁବନେଶ୍ୱରରେ ଉଦଘାଟନ ହେଲା ଫାର୍ମାସିଟିସିକାଲ କ୍ଲଷ୍ଟର

By

Published : Mar 7, 2021, 8:10 PM IST

Updated : Mar 7, 2021, 9:00 PM IST

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଉଦଘାଟନ ହେଲା ଫାର୍ମାସିଟିସିକାଲ କ୍ଲଷ୍ଟର । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଓଡିଶା ଏବଂ ଉତ୍କଳ ଫାର୍ମା ଉତ୍ପାଦନ ସଂଘର କଟକ-ଭୁବନେଶ୍ୱର ସାଧାରଣ ସୁବିଧା କେନ୍ଦ୍ର (ସିଏଫସି)ର କମ୍ୟୁନାରୀ ସମାରୋହରେ ଏହାର ଉଦଘାଟନ କରାଯାଇଛି ।

ଭୁବନେଶ୍ୱରରେ ଉଦଘାଟନ ହେଲା ଫାର୍ମାସିଟିସିକାଲ କ୍ଲଷ୍ଟର

୧୯୬୦ ମସିହାରୁ ରାଜ୍ୟରେ ମାଇକ୍ରୋ ଏବଂ କ୍ଷୁଦ୍ର ଉଦ୍ୟୋଗ କ୍ଲଷ୍ଟର ବିକାଶ ମାଧ୍ୟମରେ ଏହି ଫାର୍ମାସିଟିସିକାଲ ୟୁନିଟ୍ ଖୋଲାଯାଇଛି । ଏହି କ୍ଲଷ୍ଟରେ ଟର୍ଣ୍ଣଓଭର -80 କୋଟି, ଏକ୍ସପର୍ଟ -7 କୋଟି ଥିବାବେଳେ ଏଥିରେ ୬୫୦ ଜଣ ରୋଜଗାର ପାଇପାରିବେ। କ୍ଲଷ୍ଟରରେ ଟାବଲେଟ୍, ତରଳ, କ୍ୟାପସୁଲ୍, ପାଉଡର୍ ଉତ୍ପାଦନ ପାଇଁ ପ୍ରାୟ 57ଟି ଫାର୍ମା ୟୁନିଟ୍ ଅଛି ।

ଏହାସହ ସିରିଞ୍ଜ, ବ୍ୟାଣ୍ଡେଜ୍, କଟନ୍ ସର୍ଜିକାଲ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇବ ଏହି କ୍ଲଷ୍ଟର। ୟୁନିଟ୍ ତାର ଗୁଣବତ୍ତା ବଜାୟ ରଖିବା ସହ ଉଚ୍ଚ ମୂଲ୍ୟର ଅଗ୍ରୀମ ପରୀକ୍ଷଣ ସୁବିଧା ପ୍ରଦାନ, ଗବେଷଣା ପ୍ରଶିକ୍ଷଣ ମଧ୍ୟ ଦେବ ଏହି କ୍ଲଷ୍ଟର । ଯାହାଦ୍ୱାରା ହୋମିଓପାଥି ହେଉ କିମ୍ବା ଆୟୁର୍ବେଦ ଅବା ଏଲୋପାଥି ଆଉ କୌଣସି ବିଭାଗର ପିଲାମାନଙ୍କୁ ବାହାରକୁ ଯିବାକୁ ପଡିବ ନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 7, 2021, 9:00 PM IST

ABOUT THE AUTHOR

...view details