ଓଡିଶା

odisha

ETV Bharat / city

Petrol-Diesel Price: ଜାଣନ୍ତୁ କେଉଁଠି କେତେ ? - ଓଡିଶାରେ ପେଟ୍ରୋଲ ଓ ଡିଜେଲ ଦର

ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହା ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେଇଛି । ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଅଧିକ ପଢନ୍ତୁ

Petrol-Diesel Price: ଜାଣନ୍ତୁ କେଉଁଠି କେତେ ?
Petrol-Diesel Price: ଜାଣନ୍ତୁ କେଉଁଠି କେତେ ?

By

Published : May 28, 2022, 10:13 AM IST

ଭୁବନେଶ୍ବର: ଦେଶରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହା ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେଇଛି । ଦେଶର କିଛି ରାଜ୍ୟରେ ତୈଳଦର କ୍ରମଶଃ ତୈଳ ହ୍ରାସ ପାଇ ୧୦୦ ତଳକୁ ଖସିଥିବା ବେଳେ ଓଡିଶାରେ ୧୦୦ ଉପରେ ରହିଛି । ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟ ପିଛା ୧୦୩.୧୯ ପଇସା ଓ ଡିଜେଲ ଲିଟର ପିଛା ୯୪. ୭୬ ପଇସା ରହିଥିବା ବେଳେ ଅନୁଗୋଳରେ ୧୦୪.୬୧ ପଇସା ଓ ଡିଜେଲ ୯୬.୧୨ ପଇସା ରହିଛି ।

ଆଜିର ପେଟ୍ରୋଲ ଡିଜେଲ ଦର
ଭୁବନେଶ୍ବର୧୦୩.୧୯୯୪. ୭୬
ଅନୁଗୋଳ୧୦୪.୬୧୯୬.୧୨
ବାଲେଶ୍ବର ୧୦୩.୧୮ ୯୬.୧୨
କଟକ ୧୦୩.୫୪ ୯୫.୧୦
ଗଞ୍ଜାମ ୧୦୪.୧୮ ୯୬.୧୭
ସମ୍ବଲପୁର ୧୦୪.୩୯ ୯୫.୯୩
କେନ୍ଦ୍ରାପଡା ୧୦୩.୧୧ ୯୪.୬୬
ବଲାଙ୍ଗୀର ୧୦୫.୦୨ ୯୬.୫୪
ବରଗଡ ୧୦୪.୪୫ ୯୫.୯୯
ଗଜପତି ୧୦୫.୬୬ ୯୭.୧୩

ସେହିପରି ବାଲେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୩.୧୮ ପଇସା ଓ ଡିଜେଲ ୯୬.୧୨ ପଇସା ରହିଛି । କଟକରେ ପେଟ୍ରୋଲ ଲିଟର ପିଛା ୧୦୩.୫୪ ପଇସା ଓ ଡିଜେଲ ୯୫.୧୦ ପଇସା, ଗଞ୍ଜାମରେ ପେଟ୍ରୋଲ ଲିଟର ପିଛା ୧୦୪.୧୮ ପଇସା ଓ ଡିଜେଲ ୯୬.୧୭ ପଇସା, ଖୋର୍ଦ୍ଧାରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ପଇସା ଓ ଡିଜେଲ ୯୪.୭୬ ପଇସା, ସମ୍ବଲପୁରରେ ପେଟ୍ରୋଲ ଲିଟର ପିଛା ୧୦୪.୩୯ ପଇସା ଓ ଡିଜେଲ ୯୫.୯୩ ପଇସା, କେନ୍ଦ୍ରାପଡାରେ ପେଟ୍ରୋଲ ଲିଟର ପିଛା ୧୦୩.୧୧ ପଇସା ଓ ଡିଜେଲ ୯୪.୬୬ ପଇସା, ବଲାଙ୍ଗୀରରେ ପେଟ୍ରୋଲ ଲିଟର ପିଛା ୧୦୫.୦୨ ପଇସା ଓ ଡିଜେଲ ୯୬.୫୪ ପଇସା ।

ବରଗଡରେ ପେଟ୍ରୋଲ ଲିଟର ପିଛା ୧୦୪.୪୫ ପଇସା ଓ ଡିଜେଲ ୯୫.୯୯ ପଇସା, ଭଦ୍ରକରେ ପେଟ୍ରୋଲ ଲିଟର ପିଛା ୧୦୩.୭୩ ପଇସା ଓ ଡିଜେଲ ୯୫.୨୯ ପଇସା, ବୌଦ୍ଧରେ ପେଟ୍ରୋଲ ଲିଟର ପିଛା ୧୦୪.୭୪ ପଇସା ଓ ଡିଜେଲ ୯୬.୨୪ ପଇସା, ଦେବଗଡରେ ପେଟ୍ରୋଲ ଲିଟର ପିଛା ୧୦୪.୩୫ ପଇସା ଓ ଡିଜେଲ ୯୫.୧୦ ପଇସା, ଗଜପତିରେ ପେଟ୍ରୋଲ ଲିଟର ପିଛା ୧୦୫.୬୬ ପଇସା ଓ ଡିଜେଲ ୯୭.୧୩ ପଇସା ଓ ଯାଜପୁରରେ ପେଟ୍ରୋଲ ଲିଟର ପିଛା ୧୦୩.୭୩ ପଇସା ଓ ଡିଜେଲ ୯୫.୨୫ ପଇସା ରହିଛି ।

ABOUT THE AUTHOR

...view details