ଓଡିଶା

odisha

ETV Bharat / city

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ? - ଆଜିର ପେଟ୍ରୋଲ ଡିଜେଲ ଦର

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲା ମାନଙ୍କରେ କିଛିଟା ମାତ୍ରାରେ ତୈଳଦର କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

Etv BharatPetrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?
Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?at

By

Published : Aug 6, 2022, 7:42 AM IST

ଆଜିର ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ବର 102.96 95.09
ଅନୁଗୋଳ 104.71 96.22
ବାଲେଶ୍ବର 103.95 95.50
କଟକ 103.59 95.14
ଗଞ୍ଜାମ 104.07 95.61
ପୁରୀ 103.11 94.68
ସମ୍ବଲପୁର 103.69 95.26
କେନ୍ଦ୍ରାପଡା 103.26 94.80
ବଲାଙ୍ଗୀର 105.91 97.40
ମାଲକାନଗିରି 109.20 100.56

ABOUT THE AUTHOR

...view details