ଓଡିଶା

odisha

By

Published : Jul 29, 2022, 8:20 AM IST

ETV Bharat / city

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?
Petrol Diesel Price: ଆଜିର ତୈଳ ଦର, ଦେଖନ୍ତୁ କେଉଁଠି କେତେ?

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର 102.96 95.09
ଅନୁଗୋଳ 104.90 96.40
ବାଲେଶ୍ବର 103.23 94.81
କଟକ 103.28 94.84
ଗଞ୍ଜାମ 103.77 95.31
ପୁରୀ 103.47 95.02
ସମ୍ବଲପୁର 103.23 94.82
କେନ୍ଦ୍ରାପଡା 103.11 94.66
ବଲାଙ୍ଗୀର 105.67 97.17
ମାଲକାନଗିରି 108.92 100.30

ABOUT THE AUTHOR

...view details