ଭୁବନେଶ୍ବର: ଲକଡାଉନ ସମୟରେ ଲୋକେ ଅନଲାଇନ ସପିଂକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ, ଆଉ ଏଥିରେ ଆପଣଙ୍କ ସେବାରେ ଦିନ ରାତି ନିୟୋଜିତ ଥିଲେ ଡେଲିଭରି ବୟ । ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପରିବାପତ୍ର, ଗୋଟେ ଅର୍ଡରରେ ଆପଣଙ୍କ ଘରେ ଆଣି ହାଜର କରିଦେଉଥିଲେ ଡେଲିଭରି ବୟ । ମାତ୍ର ବର୍ତ୍ତମାନ ଏମାନଙ୍କ କାଳ ସାଜିଛି ପେଟ୍ରୋଲ୍-ଡିଜେଲ ଦର । ଅଧିକ ପରିଶ୍ରମ କିନ୍ତୁ କମ୍ ରୋଜଗାର ଆଉ ସେଥିରେ ତେଲ ଦର ମାଡ, ସେମାନଙ୍କ ଦୈନନ୍ଦିନ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି ।
ମହଙ୍ଗା ତେଲ ଦର: ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ - oil price
ଲକଡାଉନ ସମୟରେ ଲୋକେ ଅନଲାଇନ ସପିଂକୁ ଅଧିକ ପ୍ରାଧାନ୍ୟ ଦେଇଥିଲେ, ଆଉ ଏଥିରେ ଆପଣଙ୍କ ସେବାରେ ଦିନ ରାତି ନିୟୋଜିତ ଥିଲେ ଡେଲିଭରି ବୟ । ମାତ୍ର ବର୍ତ୍ତମାନ ଏମାନଙ୍କ କାଳ ସାଜିଛି ପେଟ୍ରୋଲ୍-ଡିଜେଲ ଦର ।
![ମହଙ୍ଗା ତେଲ ଦର: ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ](https://etvbharatimages.akamaized.net/etvbharat/prod-images/768-512-10987811-thumbnail-3x2-alo.jpg)
ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ
ଅଭାବୀ ମଧ୍ୟରେ ଦିନ କାଟୁଛନ୍ତି ଅନଲାଇନ୍ ଡେଲିଭରି ବୟ
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Mar 13, 2021, 2:07 PM IST