ଭୁବନେଶ୍ବର: ଲକ୍ଡାଉନ୍ ସମୟରେ ବି ରାଜ୍ୟରେ ଚାଲିବ +୨ ମୂଲ୍ୟାୟନ । ମୂଲ୍ୟାୟନ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଥିବା ସୂଚନା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଜଣାଇଲା ଗଣଶିକ୍ଷା ବିଭାଗ । ମୂଲ୍ୟାୟନ ପାଇଁ ପଦକ୍ଷେପ ନେବାକୁ CHSE ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ।
ଲକଡାଉନ୍ ସମୟରେ +2 ଖାତା ଦେଖିବାକୁ ଅନୁମତି - Permission to +2 evaluation
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କୁ ଜଣାଇଲା ଗଣଶିକ୍ଷା ବିଭାଗ । ମୂଲ୍ୟାୟନ ପାଇଁ ପଦକ୍ଷେପ ନେବାକୁ CHSE ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ।
![ଲକଡାଉନ୍ ସମୟରେ +2 ଖାତା ଦେଖିବାକୁ ଅନୁମତି permission-to-plus-2-evaluation-during-lockdown](https://etvbharatimages.akamaized.net/etvbharat/prod-images/768-512-8149105-thumbnail-3x2-avcxasc.jpg)
ଲକଡାଉନ୍ ସମୟରେ +2 ଖାତା ଦେଖିବାକୁ ଅନୁମତି
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ