ଓଡିଶା

odisha

ETV Bharat / city

ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ - Toshali Mela

ମନ କିଣୁଛି 380ଟି ଷ୍ଟଲରେ ମହିଳାଙ୍କ ପଟ୍ଟଚିତ୍ର କାରିଗରୀ। ଦେଉଛି ଏହି ପଟ୍ଟଚିତ୍ର ମହିଳାଙ୍କୁ ଦେଇଛି ନୂଆ ରେଜଗାରର ପନ୍ଥା। ଅଧିକ ପଢନ୍ତୁ...

ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ
ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ

By

Published : Dec 17, 2019, 4:36 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଛି ତୋଷାଳି ମେଳା। ମନ କିଣୁଛି 380ଟି ଷ୍ଟଲରେ ମହିଳାଙ୍କ ପଟ୍ଟଚିତ୍ର କାରିଗରୀ। ଦେଉଛି ଏହି ପଟ୍ଟଚିତ୍ର ମହିଳାଙ୍କୁ ଦେଇଛି ନୂଆ ରେଜଗାରର ବାଟ। ଯେଉଁ ମହିଳା ନିଜେ ନିଜ ଗୋଡରେ ଛିଡା ହୋଇ ସ୍ବାବଲମ୍ବୀ ହେବାକୁ ଚାହୁଁଛନ୍ତି ଏହି କଳାକୁ ଆପଣେଇ ନେଇ ପଟ୍ଟଚିତ୍ର ଶିଳ୍ପୀ ସଂଯୁକ୍ତା ମହାନ୍ତି ପ୍ରକାଶ କରିଛନ୍ତି। ଗତ 16 ତାରିଖରୁ ରାଜଧାନୀର ପ୍ରଦର୍ଶନୀ ପଡିଆରେ 14 ତମ ତୋଷାଳି ମେଳା ଆରମ୍ଭ ହୋଇ ଯାଇଛି। ଯେଉଁଥିରେ 380ଟି ହସ୍ତତନ୍ତ କାରିଗରୀ ଓ ହସ୍ତଶିଳ୍ପ କାରିଗରୀଙ୍କ ଷ୍ଟଲ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ କାରିଗର ନିଜର ହାତ ତିଆରି ଜିନିଷ ପତ୍ର ପ୍ରଦର୍ଶନ କରିବା ସହ ବିକ୍ରି କରୁଛନ୍ତି।

ଜମୁଛି ତୋଷାଳି ମେଳା: ମନ କିଣୁଛି ମହିଳା ପଟ୍ଟଚିତ୍ର ଶିଳ୍ପୀଙ୍କ କାରିଗରୀ

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details