ଭୁବନେଶ୍ବର: ବ୍ରଜରାଜନଗରରେ ପ୍ରଚାର କରିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେଡି ବିଜେପି ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ମୈଦାନରେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ, କଂଗ୍ରେସ ମଧ୍ୟ କଡା ଟକ୍କର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ମଧ୍ୟ ପୁରା ଶକ୍ତିର ସହ ନିର୍ବାଚନ ଲଢିବ ।
Brajrajnagar By Election: ପ୍ରଚାର ପାଇଁ ବ୍ରଜରାଜନଗର ଯିବେ ପିସିସି ସଭାପତି - ପ୍ରଚାର ପାଇଁ ବ୍ରଜରାଜନଗର ଯିବେ ପିସିସି ସଭାପତି
ବିଜେଡି ବିଜେପି ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ମୈଦାନରେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ, କଂଗ୍ରେସ ମଧ୍ୟ କଡା ଟକ୍କର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ମଧ୍ୟ ପୁରା ଶକ୍ତିର ସହ ନିର୍ବାଚନ ଲଢିବ । ଅଧିକ ପଢନ୍ତୁ
![Brajrajnagar By Election: ପ୍ରଚାର ପାଇଁ ବ୍ରଜରାଜନଗର ଯିବେ ପିସିସି ସଭାପତି ପିସିସି ସଭାପତି](https://etvbharatimages.akamaized.net/etvbharat/prod-images/768-512-15301167-thumbnail-3x2-fr.jpg)
ପିସିସି ସଭାପତି
ପ୍ରଚାର ପାଇଁ ବ୍ରଜରାଜନଗର ଯିବେ ପିସିସି ସଭାପତି
କଂଗ୍ରେସ ବ୍ରଜରାଜନଗର ଉପନିର୍ବାନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲଙ୍କୁ ପ୍ରାର୍ଥି କରିଛି । ନିରଞ୍ଜନ କହିଛନ୍ତି, "ଦଳର ଷ୍ଟାର ପ୍ରଚାରକ ତାଲିକା ବାହାରି ସାରିଛି । ଦଳ ପୁରା ନିର୍ବାଚନ ଲଢିବ । ସେ ନିଜେ ମଧ୍ୟ ପ୍ରଚାର କରିବାକୁ ଯିବେ ବୋଲି ମଧ୍ୟ ନିରଞ୍ଜନ ସୂଚନା ଦେଇଛନ୍ତି ।"
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ