ଓଡିଶା

odisha

ETV Bharat / city

ନବୀନଙ୍କୁ ନିରଞ୍ଜନଙ୍କ ଟାର୍ଗେଟ, ପ୍ରବାସୀ ଶ୍ରମିକଙ୍କ କର୍ମ ନିଯୁକ୍ତି ପାଇଁ ଦାବି - pcc president

ଓଡିଶା ମୁହାଁ ହେବେ ଶ୍ରମିକ। ବାହାର ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ଯାଉଥିବା ଶ୍ରମିକଙ୍କୁ କେବଳ 2 ହଜାର ଟଙ୍କା ଦେଇଦେଲେ ଯେ କାମ ସରିଗଲା ତାହା ନୁହେଁ, ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି କଂଗ୍ରସ । ଅଧିକ ପଢନ୍ତୁ..

pcc-president-on-odia-labour-pressmeet
pcc-president-on-odia-labour-pressmeet

By

Published : Apr 20, 2020, 3:10 PM IST

ଭୁବନେଶ୍ବର: ଲକଡାଉନ ହଟାଇବା ପରେ ଓଡିଶା ମୁହାଁ ହେବେ ଶ୍ରମିକ। ବାହାର ରାଜ୍ୟକୁ କର୍ମ ସଂସ୍ଥାନ ପାଇଁ ଯାଉଥିବା ଶ୍ରମିକଙ୍କୁ କେବଳ 2 ହଜାର ଟଙ୍କା ଦେଇଦେଲେ ଯେ କାମ ସରିଗଲା ତାହା ନୁହେଁ, ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନବୀନଙ୍କୁ ନିରଞ୍ଜନଙ୍କ ଟାର୍ଗେଟ, ପ୍ରବାସୀ ଶ୍ରମିକଙ୍କ କର୍ମ ନିଯୁକ୍ତି ପାଇଁ ଦାବି


ଯଦିଓ ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନରେ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ କହିଛନ୍ତି, ତେବେ ତାହା ଯଥେଷ୍ଟ ହେବ ନାହିଁ। ଅନେକ ଏହାକୁ ଗ୍ରହଣ କରି ନପାରନ୍ତି। ତେଣୁ ସେମାନେ ଚଳିବେ କିପରି। ତାଙ୍କର ସ୍ଥିତି ବିଗିଡିଯିବ ଯଦି କିଛି ବ୍ୟବସ୍ଥା କରାନଯାଏ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details