ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ଶରତ କରଙ୍କ ପାଇଁ ସରକାରଙ୍କ ପାତର ଅନ୍ତର ଠିକ ହୋଇନାହିଁ - Former Speaker Sarat Kar

ପୂର୍ବତନ ବାଚସ୍ପତି ଶରତ କରଙ୍କ ପାଇଁ ସରକାରଙ୍କ ପାତର ଅନ୍ତର ଠିକ ହୋଇନାହିଁ । ଏଭଳି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି
ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି

By

Published : Oct 14, 2020, 6:25 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡା ସମାଲୋଚନା । ପୂର୍ବତନ ବାଚସ୍ପତି ଶରତ କରଙ୍କ ପାଇଁ ସରକାର ପାତର ଅନ୍ତର କରିବା ଠିକ ହୋଇନାହିଁ ଦର୍ଶାଇ ଚିଠି ଲେଖି ସମାଲୋଚନା କରିଛନ୍ତି ନିରଞ୍ଜନ ।

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ଶରତ କରଙ୍କ ପାଇଁ ସରକାରଙ୍କ ପାତର ଅନ୍ତର ଠିକ ହୋଇନାହିଁ

ପୂର୍ବତନ ବାଚସ୍ପତି ଶରତ କରଙ୍କ କ୍ଷେତ୍ରରେ ରାଜ୍ୟ ସରକାର ପାତର ଅନ୍ତର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏଭଳି ପାତର ଅନ୍ତର ରାଜନୀତି ଠିକ ନୁହେଁ । ଜଣେ ପୂର୍ବତନ ବାଚସ୍ପତି, ସାହିତ୍ୟିକ ବ୍ୟକ୍ତି ହୋଇଥିବାରୁ ରାଜ୍ୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ହେବା କଥା ବୋଲି ପିସିସି ସଭାପତି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି, ଶରତ କରଙ୍କ ପାଇଁ ସରକାରଙ୍କ ପାତର ଅନ୍ତର ଠିକ ହୋଇନାହିଁ

ହେଲେ ସରକାର ତାହା କଲେ ନାହିଁ । ଯାହାକି ଗ୍ରହଣୀୟ ନୁହେଁ ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details