ଭୁବନେଶ୍ବର: ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଉପରେ ଚଳିତ ବର୍ଷ ଲାଗିଛି କଟକଣା। ବିଏମସି ପକ୍ଷରୁ ବିନ୍ଦୁ ସାଗରରେ କଟକଣା। କୋଭିଡ ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଏମସି।
ଚଳିତବର୍ଷ କୋଭିଡକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଭୁବନେଶ୍ବର ପ୍ରଶାସନ । ପୟା ଶ୍ରାଦ୍ଧ ପାଇଁ ପ୍ରତି ବର୍ଷ ଶହ ଶହ ଶ୍ରଦ୍ଧାଳୁ ବିନ୍ଦୁ ସାଗରରେ ସମାଗମ ହୋଇଥାନ୍ତି । ପିତୃ ପୁରୁଷଙ୍କ ଶାନ୍ତି ପାଇଁ ଏଠାରେ ପୟା ଶ୍ରାଦ୍ଧ ଦିଆଯାଏ ।