ଭୁବନେଶ୍ବର: ପରୀ ମୃତ୍ୟୁ ମାମଲାରେ ତଦନ୍ତରେ ଅଗ୍ରଗତି ହୋଇଛି । ଡ଼ିଏନଏ ଟେଷ୍ଟର ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ପ୍ରକ୍ରିୟା ଆରମ୍ଭ କରିଛି SIT । ରକ୍ତ ନମୁନା ପୂର୍ବରୁ ସଂଗ୍ରହ କରାଯାଇଥିଲା। ଗତକାଲି ପରୀ ମୃତ୍ୟୁ ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି ।

4ମାସ ତଳେ ନୟାଗଡର 5 ବର୍ଷର ଝିଅ ପରୀକୁ ହତ୍ୟା ହୋଇଥିବା ତା ବାପା ମା ଅଭିଯୋଗ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଧରାପଡିନଥିବା ବେଳେ ରାଜ୍ୟ ସରକାର ଏହାର SITଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଏହି ମାମଲାର ଏସଆଇଟି ତଦନ୍ତ ଚାଲିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ