ଭୁବନେଶ୍ବର:ପରୀକ୍ଷା ବାତିଲ ଦାବିରେ ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଓୟୁଏଟି କ୍ୟାମ୍ପସରେ (OUAT Campus) ଭିସିଙ୍କ ଅଫିସ ଘେରାଉ କଲେ ବେସିକ ସାଇନ୍ସ କଲେଜ ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ ଦାବିରେ ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ।
ପରୀକ୍ଷା ବାତିଲ ଦାବି: ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ - ଓୟୁଏଟି କ୍ୟାମ୍ପସ ପରୀକ୍ଷା ବାତିଲ ପାଇଁ ଦାବି
ଓୟୁଏଟି କ୍ୟାମ୍ପସରେ (OUAT Campus) ଭିସିଙ୍କ ଅଫିସ ଘେରାଉ କଲେ ବେସିକ ସାଇନ୍ସ କଲେଜ ଛାତ୍ରଛାତ୍ରୀ । ପରୀକ୍ଷା ବାତିଲ ଦାବିରେ ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ
ପରୀକ୍ଷା ବାତିଲ ଦାବିରେ ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ପରୀକ୍ଷା ବାତିଲ ଦାବିରେ ଧାରଣାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ
ୟୁଜିସି ନିର୍ଦ୍ଦେଶାବଳୀ ମୁତାବକ ବିଳମ୍ବ ନ କରି ଚତୁର୍ଥ ସେମିଷ୍ଟାର ପରୀକ୍ଷା ବାତିଲ କରାଯାଉ ଏବଂ ବିକଳ୍ପ ମୂଲ୍ୟାୟନ ଦ୍ବାରା ଶ୍ରେଣୀ ଉତ୍ତୀର୍ଣ୍ଣ କରି ୫ମ ସେମିଷ୍ଟାର ପାଠପଢା ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେନି ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ