ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କୋରୋନା ଆକ୍ରାନ୍ତ। ଏନେଇ ସେ ନିଜେ ଟ୍ବିଟ କରିବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେହିଭଳି ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କୁ ବି କୋରୋନା ହୋଇଥିବା ଜଣାପଡିଛି।
ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କୋରୋନା ଆକ୍ରାନ୍ତ - srimayee mishra
ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କୋରୋନା ଆକ୍ରାନ୍ତ। ଏନେଇ ସେ ନିଜେ ଟ୍ବିଟ କରିବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କୋରୋନା ଆକ୍ରାନ୍ତ
ଏନେଇ ଉଭୟ ଟ୍ବିଟରେ ଜଣାଇବା ପରେ ସୁସ୍ଥ ଥିବା କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ