ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ OTDC ପକ୍ଷରୁ ରଜ ମହୋତ୍ସବ ୨୦୨୨ର ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଆଶ୍ୱିନ ପାତ୍ର, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରାଜକିଶୋର ଦାସ, ଦୁର୍ଗାପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହା ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପ୍ରଥମ କାର୍ଯ୍ୟକ୍ରମ ।
ଓଟିଡିସି ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ୨୦୨୨ର ଉଦଯାପିତ - ଓଟିଡିସି ପକ୍ଷରୁ ରଜ ମହୋତ୍ସବ
ରାଜ୍ୟ ପର୍ଯ୍ୟଟନ ବିଭାଗ ଓ OTDC ପକ୍ଷରୁ ରଜ ମହୋତ୍ସବ ୨୦୨୨ ଉଦଯାପିତ । ଶେଷ ଦିନରେ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଆଶ୍ୱିନ ପାତ୍ର, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରାଜକିଶୋର ଦାସ, ଦୁର୍ଗାପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ । ଅଧିକ ପଢନ୍ତୁ
ଓଟିଡିସି ପକ୍ଷରୁ ରଜ ମହୋତ୍ସବ ୨୦୨୨ର ଉଦଯାପନ ଦିବସ ପାଳନ
ଏଥିରେ ୩୦ ଟି ଷ୍ଟଲ୍ରୁ ସାମିଲ୍ କରାଯାଇଛି ଯେଉଁଥିରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ପ୍ରକାରର ପିଠା ସହ ରଜ ପାନ ଆଦିକୁ ସ୍ଥାନ ଦିଆଯାଇଛି । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଛି । ରଜ ଦୋଳି ସହ ସେଲଫି ଜୋନ୍ ଏଠାରେ ବିଶେଷ ଆକର୍ଷଣୀୟ ରହିଥିଲା । ତେଣୁ ରାଜଧାନୀ ବାସୀଙ୍କ ଭିଡ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Jun 17, 2022, 1:49 PM IST