ଭୁବନେଶ୍ବର:କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ। ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ୱୀକାର କରିବା ସହିତ ତାଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ୱର’।
ଏହି ଗୀତଟି ଆଜି ପିତୃତ୍ୱ ଦିବସ ଅବସରରେ ଅରମାନ୍ ମ୍ୟୁଜିକରେ ମୁକ୍ତିଲାଭ କରିଛି। ଏଥିରେ ଗୀତିକାର ଅଛନ୍ତି ସୁବ୍ରତ ସ୍ୱାଇଁ, ସଙ୍ଗୀତକାର ଅଛନ୍ତି ଜାପାନୀ ଏବଂ କଣ୍ଠଶିଳ୍ପୀ ସବିଶେଷ।
ନିଆରା ଢଙ୍ଗରେ ଫାଦର୍ସ ଡେ’ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର - ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର
କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ବାପାଙ୍କୁ କଷ୍ଟକୁ ନେଇ ନିଆରା ଢଙ୍ଗରେ ଫାଦର୍ସ ଡେ’ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର ।ଅଧିକ ଜାଣନ୍ତୁ...
ନିଆରା ଢଙ୍ଗରେ ଫାଦର୍ସ ଡେ’ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡିଆ ଗୀତିକାର
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ