ଭୁବନେଶ୍ବର: ବିଧାନସଭାରେ ଉଠିଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପ୍ରସଙ୍ଗ । ଏପର୍ଯ୍ୟନ୍ତ ସରକାର ହତ୍ୟାକାରୀଙ୍କୁ ଧରିନାହାଁନ୍ତି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇ ଏପରି କହିଛନ୍ତି ସେ । ଏହା ସହ ଭୁବନେଶ୍ବରରେ ବି ଏକୁଟିଆ କୁଆଡେ ଯାଇହେବନି ବୋଲି ମଧ୍ୟ ସେ କହିଛନ୍ତି ।