ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କ ମୁଲତବୀ ନୋଟିସ। ନୋଟିସ ଦେଇଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି। ସରକାରୀ ନିଯୁକ୍ତି ନାହିଁ। ଯାହାକୁ ନେଇ ଆସିଛି ଏହି ନୋଟିସ।
ବେକାରୀ ସମସ୍ୟା ନେଇ ବିରୋଧୀ ଦେଲେ ମୁଲତବୀ ନୋଟିସ - opposition gives adjournment notice
ବିଧାନସଭାରେ ବିରୋଧୀଙ୍କ ମୁଲତବୀ ନୋଟିସ। ବେକାରୀ ସମସ୍ୟା ନେଇ ବିରୋଧୀ କଂଗ୍ରେସ ବିଧାୟକ ଦେଲେ ମୁଲତବୀ ନୋଟିସ ।
ବେକାରୀ ସମସ୍ୟା ନେଇ ବିରୋଧୀ ଦେଲେ ମୁଲତବୀ ନୋଟିସ
କଂଗ୍ରେସ ବିଧାୟକ ଏହି ନୋଟିସ ଦେଇଥିବାବେଳେ ଗୃହରେ ଉତ୍ତର ରଖିବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ