ଭୁବନେଶ୍ବର: ଜାତୀୟ ତଦନ୍ତକାରୀ ସଂସ୍ଥାର ଏସପି ସତ୍ୟଜିତ ନାୟକଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର । ସେ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋକୁ ଏନକାଉଣ୍ଟର ହେଉ ବା ମୟୂରଭଞ୍ଜ ବଜ୍ରକାପ୍ତା ଭଳି ବିରଳ ପଶୁ ଚୋରା ଚାଲାଣ ରୋକିବାରେ ସେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି ।
ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର