ଓଡିଶା

odisha

ETV Bharat / city

ଖୋର୍ଦ୍ଧାକୁ ଟପିଲା ଯାଜପୁର, ଆଉ ଜଣେ ପଜେଟିଭ ଚିହ୍ନଟ

ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକର 62 ବର୍ଷୀୟ ବୋଲି ଜଣାପଡିଛି । ସେ କୋଲକାତା ଫେରନ୍ତା ବୋଲି ସୂଚନା ରହିଛି ।

By

Published : May 2, 2020, 7:06 PM IST

one-more-corona-positive-in-jajpur
ଖୋର୍ଦ୍ଧାକୁ ଟପିଲା ଯାଜପୁର, ଆଉ ଜଣେ ପଜେଟିଭ ଚହ୍ନଟ

ଭୁବନେଶ୍ବର: ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଯାଜପୁର ଜିଲ୍ଲା ବରୀ ବ୍ଲକର 62 ବର୍ଷୀୟ ବୋଲି ଜଣାପଡିଛି । ସେ କୋଲକାତାରୁ ଫେରିଥିବା ସୂଚନା ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଖୋର୍ଦ୍ଧାକୁ ଟପିଲା ଯାଜପୁର, ଆଉ ଜଣେ ପଜେଟିଭ ଚହ୍ନଟ

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 157କୁ ବୃଦ୍ଧି ପାଇଛି । ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 48 ହୋଇଥିବା ବେଳେ ଖୋର୍ଦ୍ଧାରେ 47 କୋରୋନା ସଂକ୍ରମିତ ରହିଛନ୍ତି । ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ହେଲା ଯାଜପୁର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ABOUT THE AUTHOR

...view details