ଭୁବନେଶ୍ବର: ପୁଣି କୋରୋନା ନେଲା ମୁଣ୍ଡ । ମଙ୍ଗଳବାର ଭୁବନେଶ୍ୱରରେ ଜଣେ 54 ବର୍ଷ ବୟସ୍କ ପୁରୁଷଙ୍କର କୋରୋନାରେ ମୃତ୍ୟୁ ଘଟିଛି । ମୃତ ଆକ୍ରାନ୍ତ ଜଣଙ୍କ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିବା ଜଣାପଡିଛି ।
ପୁଣି କୋରୋନା ନେଲା ମୁଣ୍ଡ - କୋରୋନା ମୃତ୍ୟୁ
ମଙ୍ଗଳବାର ଭୁବନେଶ୍ୱରରେ ଜଣେ 54 ବର୍ଷ ବୟସ୍କ ପୁରୁଷଙ୍କର କୋରୋନାରେ ମୃତ୍ୟୁ ଘଟିଛି । ମୃତ ଆକ୍ରାନ୍ତ ଜଣଙ୍କ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ପୁଣି କୋରୋନା ନେଲା ମୁଣ୍ଡ ପୁଣି କୋରୋନା ନେଲା ମୁଣ୍ଡ](https://etvbharatimages.akamaized.net/etvbharat/prod-images/768-512-10838599-thumbnail-3x2-the-new-corona-virus--reactions-of-leading-european-researchersjpeg.jpg)
ପୁଣି କୋରୋନା ନେଲା ମୁଣ୍ଡ
ରାଜ୍ୟରେ କୋରୋନାକୁ ନେଇ ପୁଣିଥରେ ଭୟ ଘାରିଥିବାବେଳେ ପୁଣି ରାଜଧାନୀରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି । ଏଯାବତ୍ ରାଜ୍ୟରେ ମୋଟ 1917 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ କୋରୋନା ପଜିଟିଭ ସଂଖ୍ୟା 3 ଲକ୍ଷ 37 ହଜାର 351ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଲକ୍ଷ 34 ହଜାର 647 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ