ଓଡିଶା

odisha

By

Published : Jan 16, 2022, 1:38 PM IST

Updated : Jan 16, 2022, 1:46 PM IST

ETV Bharat / city

ସୋମବାର ପହଞ୍ଚିବ OMISURE କିଟ୍‌, ଆବଶ୍ୟକ ପଡ଼ବନି ଜିନୋମ ସିକ୍ବେନ୍ସ

ସୋମବାର ରାଜ୍ୟରେ ପହଞ୍ଚିବ ‘ଓମିସିୟୋର କିଟ୍’। ଅଧିକ ପଢନ୍ତୁ

ଆସନ୍ତାକାଲି ପହଞ୍ଚିବ 'OMISURE' କିଟ୍‌, ଆବଶ୍ୟକ ପଡ଼ବନି ଜିନୋମ ସିକ୍ବେନ୍ସିଂ
ଆସନ୍ତାକାଲି ପହଞ୍ଚିବ 'OMISURE' କିଟ୍‌, ଆବଶ୍ୟକ ପଡ଼ବନି ଜିନୋମ ସିକ୍ବେନ୍ସିଂ

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ରାଜ୍ୟକୁ ଆସିବ ‘ଓମିସିୟୋର’ (OMISURE) କିଟ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣୁଛି ଓଡ଼ିଶା । କୋରୋନା ମହାମାରୀର ନୂଆ ଭାଇରସ ଓମିକ୍ରନକୁ ଏହା ଚିହ୍ନଟ କରିବାରେ ହେବ ସହାୟକ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷ କିଟ ମଗାଯାଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ: Odisha Corona Report: 11 ହଜାର ପାର୍‌ ଦୈନିକ ସଂକ୍ରମଣ, ମହାମାରୀ ନେଲା 3 ଜୀବନ

ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ କିଟ ଆସିବ। ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ ଆଣୁଛି ଓଡ଼ିଶା । ଓମିକ୍ରନ ଚିହ୍ନଟରେ ସହାୟକ ହେବ ‘ଓମିସିୟୋର କିଟ୍’। ରାଜ୍ୟ ସରକାର 5 ଲକ୍ଷ ‘ଓମିସିୟୋର କିଟ୍’ ମଗାଇଥିବା ସୂଚନା ଦେଇଛନ୍ତି । Tata MD ଓଡ଼ିଶାକୁ ଏହି କିଟ୍‌ ଦେବେ । ଓମିକ୍ରନ ଭୁତାଣୁ ଚିହ୍ନଟ କରିବ ଓମିସିୟୋର କିଟ୍‌ । ଏହି କିଟ୍‌ ଆସିବା ପରେ ଆଉ ଜିନୋମ ସିକ୍ବେନ୍ସିଂର ଆବଶ୍ୟକତା ପଡିବନି ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 16, 2022, 1:46 PM IST

ABOUT THE AUTHOR

...view details