ଓଡିଶା

odisha

ETV Bharat / city

ଡବଲ ରୋଲରେ ଅନୁଷ୍କାଙ୍କ ସହ ରୋମାନ୍ସ କରିବେ ଜ୍ୟୋତି - ଡବଲ ବରୋଲ ରେ ଆସିବେ ଓଲିଉଡ ଅଭିନେତା ଜ୍ୟୋତି।

ଆଗକୁ ଆସୁଛି  ଓଲିଉଡ ଫିଲ୍ମ ‘ହିରୋ ନମ୍ବର ଜିରୋ’ । ଏହି ଫିଲ୍ମରେ ଡବଲ ରୋଲରେ  ନଜର ଆସିବେ ଓଲିଉଡ ଅଭିନେତା ଜ୍ୟୋତି।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

By

Published : Nov 15, 2019, 11:20 PM IST

ଭୁବନେଶ୍ବର: ଆଗକୁ ଆସୁଛି ଓଲିଉଡ ଫିଲ୍ମ ‘ହିରୋ ନମ୍ବର ଜିରୋ’ । ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ ଓଲିଉଡ ଅଭିନେତା ଜ୍ୟୋତି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ଏକ ମୌଳିକ କଥା ଓ କାହାଣୀକୁ ନେଇ ଫିଲ୍ମର ଶୁଭ ମୁହୂରତ ହୋଇଛି । ଫିଲ୍ମର ପ୍ରଯୋଜନା ଦାୟିତ୍ବ ତିରଞ୍ଜନ ବିଶ୍ବାଳ ସମ୍ଭାଳିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର। ସେହିପରି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନିରଞ୍ଜନ ବେହେରା । ତେବେ ଏହି ଫିଲ୍ମରେ ଦର୍ଶକ ନବାଗତ ହିରୋଇନ ଅନୁଷ୍କାଙ୍କୁ ଦେଖିବାକୁ ପାଇବେ । ଏହା ଅନୁଷ୍କାଙ୍କ ପ୍ରଥମ ଚଳିଚିତ୍ର ।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details