ଓଡିଶା

odisha

By

Published : Apr 13, 2022, 5:49 PM IST

ETV Bharat / city

OJEE ପଞ୍ଜୀକରଣ ସମୟସୀମା ବୃଦ୍ଧି, ଅପ୍ରେଲ 30 ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

OJEE ପଞ୍ଜୀକରଣ ସମୟସୀମା ଅପ୍ରେଲ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । OJEE ୱେବସାଇଟ୍ ojee.nic.inରେ ଅପ୍ରେଲ 30 ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଧିକ ପଢ଼ନ୍ତୁ

OJEE ପଞ୍ଜୀକରଣ ସମୟସୀମା ବୃଦ୍ଧି, ଅପ୍ରେଲ 30 ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
OJEE ପଞ୍ଜୀକରଣ ସମୟସୀମା ବୃଦ୍ଧି, ଅପ୍ରେଲ 30 ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର:ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) 2022 ରେଜିଷ୍ଟ୍ରେସନ୍ ସମୟ ସୀମା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ojee.nic.in ୱେବ୍‌ସାଇଟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍‌ ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ OJEE 2022 ପରୀକ୍ଷା ହେବ ।

OJEE ପଞ୍ଜୀକରଣ ସମୟସୀମା ବୃଦ୍ଧି, ଅପ୍ରେଲ 30 ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଜୁନ୍‌ ମାସର ତୃତୀୟ ସପ୍ତାହରେ ପରୀକ୍ଷା ଫଳାଫଳ ଘୋଷଣା ହେବ । ଆବେଦନକାରୀମାନେ ମେ ମାସର ଶେଷ ସପ୍ତାହରୁ ସେମାନଙ୍କର ଆଡମିଟ୍ କାର୍ଡ OJEE ୱେବସାଇଟରୁ ଡାଉନଲୋଡ୍ କରିବେ । ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଯଥାଶୀଘ୍ର ଫର୍ମ ଆବେଦନ ପୂରଣ କରିବାକୁ OJEE ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details