ଭୁବନେଶ୍ବର: ଷୋଡଶ ବିଧାନସଭା ଦଶମ ଅଧିବେଶନ ମୌସୁମୀ ଅଧିବେଶନର ଶେଷ ହେଲା ପ୍ରଥମ ପର୍ଯ୍ୟାୟ ବିଧାନସଭା । ଗୃହକୁ ଆସନ୍ତା 13 ତାରିଖ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ଗତ 2 ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରେ 2022-23 ମସିହା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।