ଓଡିଶା

odisha

Odisha ULB Election: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ସଂରକ୍ଷଣ ତାଲିକା

By

Published : Jan 31, 2022, 4:24 PM IST

ପୌର ନିର୍ବାଚନ (Odisha ULB Election) ପାଇଁ ପୁରା ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ପ୍ରଥମେ 3 ମହାନଗର ନିଗମର ମେୟର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ଆଜି ସାରା ରାଜ୍ୟର 107 ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଳିକା (Housing & Urban Development Department releases reservation list of 107 Municipalities and NAC) ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Odisha ULB Election
Odisha ULB Election

ଭୁବନେଶ୍ବର: ପୌର ନିର୍ବାଚନ (Odisha ULB Election) ପାଇଁ ପୁରା ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ପ୍ରଥମେ 3 ମହାନଗର ନିଗମର ମେୟର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରେ ଆଜି ସାରା ରାଜ୍ୟର 107 ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଳିକା (Housing & Urban Development Department releases reservation list of 107 Municipalities and NAC) ପ୍ରକାଶ ପାଇଛି ।

ପ୍ରକାଶ ପାଇଲା ପୌରାଧ୍ୟକ୍ଷ ସଂରକ୍ଷଣ ତାଲିକା

ପ୍ରକାଶ ପାଇଥିବା ଚିଠା ତାଲିକା ଅନୁସାରେ ୪୦ ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୪୨ ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି । ୯ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୮ ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସସିଙ୍କ ପାଇଁ ସଂରକ୍ଷିତ ରହିଛି । ୫ ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ୩ ଟି ପୌରସଂସ୍ଥା ଅଧ୍ୟକ୍ଷ ପଦ ଏସସିଙ୍କ ପାଇଁ ସଂରକ୍ଷିତ ରହିଛି ।

ପ୍ରକାଶ ପାଇଲା ପୌରାଧ୍ୟକ୍ଷ ସଂରକ୍ଷଣ ତାଲିକା
ପ୍ରକାଶ ପାଇଲା ପୌରାଧ୍ୟକ୍ଷ ସଂରକ୍ଷଣ ତାଲିକା

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details