ଭୁବନେଶ୍ବର:ସେପ୍ଟେମ୍ବର 27 ତଥା ରବିବାର ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ପ୍ରରିପ୍ରେକ୍ଷୀରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବିଶାଳ ବାଇକ ରାଲିର ଆୟୋଜନ କରାଯାଉଛି । ଯାହାର ନାମ ରହିଛି ‘ଓଡିଶା ବାଏ ରୋର୍ଡ୍ସ ’ ।
ସୂଚନା ଅନୁଯାୟୀ ରାଜଧାନୀର ପଟିଆରୁ ଶାନ୍ତି ସ୍ତୁପ ଧଉଳି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ବାଇକ ରାଲି ।