ଓଡିଶା

odisha

କୋଭିଡ ଟୀକାକରଣ: ଟପ୍‌ରେ ଓଡିଶା

By

Published : Jan 29, 2021, 7:48 PM IST

ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଆଗରେ ରହିଛି ଓଡିଶା । ଟୀକାକରଣ ଅଭିଯାନରେ ଓଡିଶା ଆଗରେ ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋଭିଡ ଟୀକାକରଣ: ଟପ୍‌ରେ ଓଡିଶା
କୋଭିଡ ଟୀକାକରଣ: ଟପ୍‌ରେ ଓଡିଶା

ଭୁବନେଶ୍ବର: ମହାମାରୀ କୋରୋନା ଭାଇରସ ଯୁଦ୍ଧରେ ଓଡିଶାକୁ ବଡ ସଫଳତା । ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଆଗରେ ରହିଛି ଓଡିଶା । ଟୀକାକରଣ ଅଭିଯାନରେ ଓଡିଶା ଆଗରେ ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କୋଭିଡ ଟୀକାକରଣ: ଟପ୍‌ରେ ଓଡିଶା

ପୂର୍ବରୁ ଟିକା ନେବାକୁ ମନା କରିଥିବା ସ୍ବାସ୍ଥ୍ୟ କର୍ମୀମାନେ ଗୁରୁବାର ଠାରୁ ଟୀକାକରଣ ଅଭିଯାନରେ ସାମିଲ ହୋଇଛନ୍ତି। ଗୁରୁବାର ପର୍ଯ୍ୟନ୍ତ ରାଜ୍ୟରେ 1,94,058 ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ ଟିକା ଡୋଜ ଦିଆଯିବାର ଥିବା ବେଳେ 1,44,642 ଜଣ ଟିକା ନେଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜାନୁଆରୀ 31ରୁ ଫେବୃଆରୀ 2 ପର୍ଯ୍ୟନ୍ତ ଚାଲିଥିବା କୋଭିଡ -19 ଟୀକାକରଣ ଡ୍ରାଇଭ ତିନି ଦିନ ପାଇଁ ସ୍ଥଗିତ ରହିବ।

ABOUT THE AUTHOR

...view details