ଭୁବନେଶ୍ବର: ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଦ୍ଵିତୀୟ ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଚମ୍ପିଆନସିପ୍ 2021-22 । ନଭେମ୍ବର 11ରୁ 13 ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଏହା ଆୟୋଜିତ ହେବା ନେଇ ସୂଚୀ ରହିଛି ।
ନଭେମ୍ବର 11ରୁ ଭୁବନେଶ୍ବରରେ ଦ୍ଵିତୀୟ ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଚମ୍ପିଆନସିପ୍ - Odisha to host yogasana Sports
ନଭେମ୍ବର 11ରୁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଦ୍ଵିତୀୟ ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଚମ୍ପିଆନସିପ୍ 2021-22 । ଅଧିକ ପଢନ୍ତୁ...

ନଭେମ୍ବର 11ରୁ ଭୁବନେଶ୍ବରରେ ଦ୍ଵିତୀୟ ଜାତୀୟ ଯୋଗାସନ ସ୍ପୋର୍ଟ୍ସ ଚମ୍ପିଆନସିପ୍
ଏହି ଇଭେଣ୍ଟରେ 30ଟି ରାଜ୍ୟରୁ 560 ଜଣ ପ୍ରତିଯୋଗୀ ଯୋଗ ଦେଉଛନ୍ତି ଓ 50ରୁ ଊର୍ଦ୍ଧ୍ବ ପଦକ ପାଇଁ ଏହି ପ୍ରତିଯୋଗିତା ଖେଳାଯିବ। NSYF ଏବଂ ଓଡିଶା ସରକାରଙ୍କ ସହଭାଗିତାରେ ଏହି ପ୍ରତିଯୋଗିତା ଆୟୋଜିତ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ