ଓଡିଶା

odisha

ETV Bharat / city

IT ପ୍ରଫେସନାଲଙ୍କୁ 24 ଲକ୍ଷ ଚୂନ ଲଗାଇଲେ ଯୁବତୀ - ଠକିଗଲେ ଆଇଟି ପ୍ରଫେସନାଲ

ଠକିଗଲେ ଆଇଟି ପ୍ରଫେସନାଲ । 24 ଲକ୍ଷ ଚୂନ ମାରିଲେ ଯୁବତୀ । ମାଟ୍ରିମୋନି ସାଇଟରେ ବିବାହ ଖୋଜିବାକୁ ଯାଇ 24 ଲକ୍ଷ ଟଙ୍କା ଠକିଗଲେ IT ପ୍ରଫେସନାଲ । ଅଧିକ ପଢନ୍ତୁ

ପ୍ରଫେସନାଲଙ୍କୁ 24 ଲକ୍ଷ ଚୂନ ଲଗାଇଲେ ଯୁବତୀ
ପ୍ରଫେସନାଲଙ୍କୁ 24 ଲକ୍ଷ ଚୂନ ଲଗାଇଲେ ଯୁବତୀ

By

Published : Jul 20, 2022, 10:10 PM IST

ଭୁବନେଶ୍ବର: 24 ଲକ୍ଷ ଚୂନ ମାରିଲେ ଯୁବତୀ । ମାଟ୍ରିମୋନି ସାଇଟରେ ବିବାହ ଖୋଜିବାକୁ ଯାଇ 24 ଲକ୍ଷ ଟଙ୍କା ଠକିଗଲେ IT ପ୍ରଫେସନାଲ । ନିଜକୁ ବାଲେଶ୍ବରର ଝିଅ ପ୍ରିୟା ଗୁପ୍ତା ବୋଲି ପରିଚୟ ଦେଇଥିଲେ । କାର୍ଲିଫର୍ଣ୍ଣିଆରେ ରହି MBBS କରୁଥିବା କହିଥିଲେ ଯୁବତୀ ।

IT ପ୍ରଫେସନାଲଙ୍କୁ 24 ଲକ୍ଷ ଚୂନ ଲଗାଇଲେ ଯୁବତୀ

ଠକେଇ ନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ । ଦିଲୀ ବିମାନବନ୍ଦରରେ 70 ହଜାର ଡଲାର ଆଣି ଫଶିଯାଇଥିବା କହିବା ସହ ଟଙ୍କା ନେଇଥିଲେ ଯୁବତୀ । ଠକେଇର ଶିକାର ହୋଇଥିବା ଯୁବକ ଜଟଣୀ ଅଞ୍ଚଳର । ଯୁବକଙ୍କ ଠାରୁ ତିନିଟି କଥା କହି ଟଙ୍କା ନେଇଥିଲେ ଯୁବତୀ । ଫାଇନ ଫର ଏକ୍ସଚେଞ୍ଜ, ଆଣ୍ଟି ମନିଲଣ୍ଡରିଂ ଓ ଟାକ୍ସ ବାବଦରେ ଟଙ୍କା ନେଇଥିବା ଅଭିଯୋଗ । ବିଭିନ୍ନ କିସ୍ତିରେ ଯୁବକ ଜଣଙ୍କ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details