ଓଡିଶା

odisha

ETV Bharat / city

ଖଣି ବିଭାଗରେ ପଶିଲା ମହାମାରୀ, 15 କର୍ମଚାରୀ ସଂକ୍ରମିତ - ଇସ୍ପାତ ଓ ଖଣି ବିଭାଗର 15 କର୍ମଚାରୀ କରୋନା ସଂକ୍ରମିତ

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ (Odisha Steel & Mines department) ର ୧୫ କର୍ମଚାରୀ କରୋନା ପଜିଟିଭ । ଅଧିକ ପଢନ୍ତୁ

Steel & Mines department
Steel & Mines department

By

Published : Dec 16, 2021, 9:02 PM IST

ଭୁବନେଶ୍ବର:ରାଜ୍ୟ ଇସ୍ପାତ ଓ ଖଣି ବିଭାଗ (Odisha Steel & Mines department) ର ୧୫ କର୍ମଚାରୀ କରୋନା ପଜିଟିଭ ।

ଖଣି ବିଭାଗରେ ପଶିଲା ମହାମାରୀ, 15 କର୍ମଚାରୀ ସଂକ୍ରମିତ

ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କଲେ କର୍ତ୍ତୃପକ୍ଷ । ଆଜି ଓ ଆସନ୍ତାକାଲି ସମ୍ପୃକ୍ତ ବିଭାଗକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହି ସମୟ ମଧ୍ୟରେ ଅଫିସକୁ ସାନିଟାଇଜ କରାଯିବ। କିଛି କର୍ମଚାରୀ ରୋଷ୍ଟର ଡ୍ୟୁଟି କରିବେ। କିଛି କର୍ମଚାରୀ ଘରୁ ଅନଲାଇନରେ କାମ କରିବେ।

ପୂର୍ବପରି କାର୍ଯ୍ୟାଳୟ 18 ତାରିଖରୁ ପୁନଃ ପୁରା କର୍ମଚାରୀରେ ଚାଲିବ । ଅଫିସରେ ଯୋଗ ଦେଉନଥିବା କର୍ମଚାରୀମାନେ ଘରୁ କାମ କରିବେ । ଏହାସହ ସବୁବେଳେ ଟେଲିଫୋନ ମାଧ୍ୟମରେ ଯୋଗାଯୋଗରେ ରହିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details