ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ନୀତି ଆୟୋଗ ପ୍ରକାଶ କରିଛି ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ (ଏସଡିଜି) ଇଣ୍ଡିଆ ଇଣ୍ଡେକ୍ସ 2020-21 ରିପୋର୍ଟ । ଏହି ରିପୋର୍ଟରେ ଓଡିଶାକୁ ଲାଗିଛି ଝଟକା ।
NITI ଆୟୋଗ SDG ରିପୋର୍ଟ: 21କୁ ଖସିଲା ଓଡିଶା - ନୀତି ଆୟୋଗ
ନୀତି ଆୟୋଗ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ 2020-21 ରିପୋର୍ଟ । ଏସଡିଜି ମାନ୍ୟତାରେ 21କୁ ଖସିଛି ଓଡିଶା । ଅଧିକ ପଢନ୍ତୁ...
NITI ଆୟୋଗ ଏସଡିଜି ରିପୋର୍ଟ: 21ଖସିଲା ଓଡିଶା
ଏସଡିଜି ମାନ୍ୟତାରେ 21କୁ ଖସିଛି ଓଡିଶା । 2029ରେ 16 ନମ୍ବର ସ୍ଥାନରେ ଥିଲା ଓଡିଶା । ଅନ୍ୟପକ୍ଷେ ଏହି ମାନ୍ୟତାରେ କେରଳ 1 ନମ୍ବର ସ୍ଥାନରେ ରହିଛି ।
ରାଜ୍ୟମାନଙ୍କର ସାମାଜିକ, ଅର୍ଥନୈତିକ ଓ ପରିବେଶ ବିକାଶକୁ ଦୃଷ୍ଟିରେ ରଖି ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ମାନ୍ୟତା ପ୍ରସ୍ତୁତ କରାଯାଇଥାଏ ।