ଓଡିଶା

odisha

ETV Bharat / city

Odisha Corona: ଦିନକରେ 652 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ 652 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ 652 ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 652 ସଂକ୍ରମିତ ଚିହ୍ନଟ

By

Published : Aug 8, 2022, 10:40 AM IST

ଭୁବନେଶ୍ବର: ରାଜ୍ୟରେ ସାମାନ୍ୟ ଖସିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 652 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ 381 ହୋଇଥିବାବେଳେ 271 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 132 କିଶୋର ଆକ୍ରାନ୍ତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ 137 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 2, ବାଲେଶ୍ବର 6, ବରଗଡ 46, ଭଦ୍ରକରୁ 1, ବଲାଙ୍ଗୀରରୁ 47, ବୌଦ୍ଧରୁ 3, କଟକରୁ 14, ଦେଓଗଡରୁ 7, ଗଜପତିରୁ 6, ଗଞ୍ଜାମରୁ1, ଯାଜପୁରରୁ 8, ଝାରସୁଗୁଡାରୁ 9, କଳାହାଣ୍ଡିରୁ 36, କନ୍ଧମାଳରୁ 13, କେନ୍ଦ୍ରାପଡାରୁ 2,କେନ୍ଦୁଝରରୁ 1,ଖୋର୍ଦ୍ଧାରୁ 70 ,କୋରାପୁଟରୁ 11, ମୟୂରଭଞ୍ଜରୁ 43, ନବରଙ୍ଗପୁରରୁ 34, ନୟାଗଡରୁ 18, ନୂଆପଡାରୁ 16, ପୁରୀରୁ 7, ରାୟଗଡାରୁ 15, ସମ୍ବଲପୁରରୁ 58, ସୋନପୁରରୁ 21 ଓ ଷ୍ଟେଟପୋଲରୁ 15 ଜଣ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 19 ହଜାର 527ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5798 ସକ୍ରିୟ ମାମଲା ରହିଛି । ନୂଆ 704 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 4 ହଜାର 527ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ABOUT THE AUTHOR

...view details