ଭୁବନେଶ୍ବର: ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10ଟି ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ । ଭାରତୀୟ ଯୁବ କଂଗ୍ରେସର ଅନୁମୋଦନ କ୍ରମେ ନିଯୁକ୍ତି ଦେଲେ ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ।
ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10 ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ - Odisha Pradesh Youth Congress has appointed a new district president of 10 districts
ଭାରତୀୟ ଯୁବ କଂଗ୍ରେସର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10ଟି ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ ଦେଲେ ଓଡିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା । ଅଧିକ ପଢନ୍ତୁ...
![ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10 ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ Odisha Pradesh Youth Congress has appointed a new district president of 10 districts](https://etvbharatimages.akamaized.net/etvbharat/prod-images/768-512-8073568-thumbnail-3x2-iyc.jpg)
ଓଡିଶା ପ୍ରଦେଶ ଯୁବ କଂଗ୍ରେସର 10 ଜିଲ୍ଲାର ନୂଆ ଜିଲ୍ଲା ସଭାପତି ନିଯୁକ୍ତ
ଜଗତସିଂହପୁର ଜିଲ୍ଲାର ଯୁବ ସଭାପତି ଭାବରେ ପ୍ରଶାନ୍ତ ମଲ୍ଲିକ, ଅନୁଗୁଳରେ ଲୁଟୁ ରଞ୍ଜନ ଥାପ୍ପା, କୋରାପୁଟରେ ସୁକାନ୍ତ ପଟନାୟକ, ବଲାଙ୍ଗୀରରେ ପ୍ରେମ ପ୍ରକାଶ ମିଶ୍ର, କଳାହାଣ୍ଡିରେ ସାଉଲ ମଙ୍ଗରାଜ, ନୂଆପଡାରେ କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁରରେ ପ୍ରିୟବ୍ରତ ସାହୁ, କେନ୍ଦ୍ରାପଡାରେ ସତ୍ୟ ପ୍ରିୟ ସାମଲ, କଟକ ଜିଲ୍ଲା ପାଇଁ ଆର୍ଯ୍ୟବୀର ଲେଙ୍କା ଏବଂ କଟକ ସହର ପାଇଁ ବିକି ଚକ୍ରବର୍ତ୍ତୀଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ