ଓଡିଶା

odisha

By

Published : Jul 20, 2022, 3:43 PM IST

ETV Bharat / city

ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା 92 ହଜାର 87, ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ

ଓଡିଶାରେ ରହିଛନ୍ତି ୯୨,୦୮୭ ଶିଶୁ ଶ୍ରମିକ । ଗୃହରେ ଲିଖିତ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଅଧିକ ପଢନ୍ତୁ

ରାଜ୍ୟରେ ଅଛନ୍ତି ୯୨୦୮୭ ଶିଶୁ ଶ୍ରମିକ, ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ
ରାଜ୍ୟରେ ଅଛନ୍ତି ୯୨୦୮୭ ଶିଶୁ ଶ୍ରମିକ, ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: 2011 ଜନଗଣନା ଅନୁଯାୟୀ ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭ । ବିଧାନସଭାରେ ଲିଖିତ ଉତ୍ତରରେ ଏହା କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ତେବେ ପରବର୍ତ୍ତୀ ସମୟରେ ଜନଗଣନା ହୋଇନଥିବାରୁ ଏହି ସଂଖ୍ୟା ବଢିବାରେ ସମ୍ଭାବନା ରହିଛି ।

ରାଜ୍ୟରେ ଅଛନ୍ତି 92087 ଶିଶୁ ଶ୍ରମିକ, ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ''କୋଭିଡରେ ବାପା ଓ ମାଆଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗର ପାଖରେ ଉପଲବ୍ଧ ହୋଇନାହିଁ ।'' ସେହିପରି କୋଭିଡରେ ବାପାମାଆଙ୍କୁ ହରାଇଥିବା କେତେ ଶିଶୁଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ତାହାର ତଥ୍ୟ ରଖିଛନ୍ତି ସରକାର ।

ରାଜ୍ୟରେ ଅଛନ୍ତି 92087 ଶିଶୁ ଶ୍ରମିକ, ଗୃହରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ

୯୮୮ ଉଭୟ ପିତା ମାତା ହରାଇଥିବା ଶିଶୁ ଏବଂ ପରିବାରର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ୪୨,୨୭୪ ଶିଶୁଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

2011 ଜନଗଣନା ଅନୁଯାୟୀ ରାଜ୍ୟର ଶିଶୁ ଶ୍ରମିକଙ୍କ ସଂଖ୍ୟା 92 ହଜାର 87

ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

କୋଭିଡ ରେ ବାପା ମାଆ ଙ୍କୁ ହରାଇଥିବା ପିଲା ଶ୍ରମିକ ହେବାକୁ ବାଧ୍ୟ ହୋଇଥିବା ତଥ୍ୟ ବିଭାଗର ଉପଲବ୍ଧି ହୋଇନାହିଁ ବୋଲି କହିଲେ ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details