ଭୁବନେଶ୍ବର: 18 ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡିଶା । ମେ 1ରୁ ଓଡିଶା ଯୁବବର୍ଗଙ୍କୁ ଟୀକାକରଣ କରାଯିବାକୁ ଥିବା ବେଳେ ଟୀକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟୀକାକରଣ କେନ୍ଦ୍ର ଖୋଲାଯିବ । କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧମରେ ପଞ୍ଜିକରଣ କରାଯିବା ସହ ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବ ଭଳି ଟୀକାକରଣ କରାଯିବ । ଏନେଇ ଓଡିଶାକୁ ଆଜି 1 ଲକ୍ଷ କୋଭିସଲ୍ଡ ଟୀକା ଆସୁଛି ।
18 ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟୀକାକରଣ: ଖୋଲିବ ଅଧିକ ଟୀକାକରଣ କେନ୍ଦ୍ର, ହୋଇପାରିବ ସ୍ପଟ ରେଜିଷ୍ଟ୍ରେସନ - who is more than 18 years old
18 ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓଡିଶା । ମେ 1ରୁ ଓଡିଶା ଯୁବବର୍ଗଙ୍କୁ ଟୀକାକରଣ କରାଯିବାକୁ ଥିବା ବେଳେ ଟୀକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟୀକାକରଣ କେନ୍ଦ୍ର ଖୋଲାଯିବ । ଅଧିକ ପଢନ୍ତୁ...

18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ
ତେବେ ଏହା ଅପରାହ୍ନ ଗୋଟାଏରେ ଓଡ଼ିଶାରେ ପହଞ୍ଚିବ । ସହରାଞ୍ଚଳ ଗୁଡିକରେ ସପ୍ତାହନ୍ତ ସଟଡ଼ାଉନ ସମୟରେ ଟୀକାକରଣ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଭୁବନେସ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ