ଓଡିଶା

odisha

ETV Bharat / city

ଏଥର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ 'ମୋ ସରକାର' ପ୍ରଜ୍ଞାପନ ମେଢ - 'ମୋ ସରକାର' ପ୍ରଜ୍ଞାପନ ମେଢ

ଏଥର ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ 'ମୋ ସରକାର' ପ୍ରଜ୍ଞାପନ ମେଢ । ପ୍ୟାରେଡରେ ସ୍ଥାନ ପାଇବ ଓଡ଼ିଶା ସରକାରଙ୍କ ସଫଳତାର କଥା କହୁଥିବା ପ୍ରଜ୍ଞାପନ ମେଢ । ଏହା ସହିତ ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ ।

Odisha govt preparation for republic day parade
ଏଥର ସାଧାରଣତନ୍ତ୍ର ଦିବସ ପରେଡରେ 'ମୋ ସରକାର' ପ୍ରଜ୍ଞାପନ ମେଢ

By

Published : Dec 21, 2019, 9:56 PM IST

ଭୁବନେଶ୍ବର: ଏଥର ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ 'ମୋ ସରକାର' ପ୍ରଜ୍ଞାପନ ମେଢ । ପ୍ୟାରେଡରେ ସ୍ଥାନ ପାଇବ ଓଡ଼ିଶା ସରକାରଙ୍କ ସଫଳତାର କଥା କହୁଥିବା ପ୍ରଜ୍ଞାପନ ମେଢ । ମୋ ସରକାର ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏଥିରେ ପ୍ରଦର୍ଶିତ ହେବ । ମୋଟ 10ଟି ମେଢ ଏଥିରେ ସ୍ଥାନିତ ହେବ ।

ମୋ ସରକାର ସହିତ ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ପ୍ୟାରେଡ ପ୍ରସ୍ତୁତି ନେଇ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details