ଭୁବନେଶ୍ବର: ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ହେବ । ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।ଏଥିସହ ଆଲୋଚନା ପରେ ବୋର୍ଡ ଓ କାଉନସିଲ୍ ମୁଖ୍ୟ ପରୀକ୍ଷା ସମୟ ଧାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଛି ।
ଆଲୋଚନା ପରେ ହେବ ଦଶମ-ଦ୍ଵାଦଶ ପରୀକ୍ଷା - +୨ ବୋର୍ଡ ପରୀକ୍ଷା ଖବର
ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା କରାଯିବା ନେଇ ଗଣଶିକ୍ଷା ବିଭାଗର ବିବୃତ୍ତି । ଅଧିକ ପଢନ୍ତୁ
ଦଶମ-ଦ୍ଵାଦଶ ପରୀକ୍ଷା ପୂର୍ବରୁ ବ୍ୟାପକ ଆଲୋଚନା ନେଇ ବିଜ୍ଞପ୍ତି ଜାରି
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ