ଭୁବନେଶ୍ବର:ବ୍ଲାକ ଫଙ୍ଗସ ନୁହେଁ ମହାମାରୀ । ସ୍ପଷ୍ଟ କଲେ ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ମହାମାରୀ ଆଇନ ଆଧିନରେ ବ୍ଲାକ ଫଙ୍ଗସକୁ ‘ସୂଚନାଯୋଗ୍ୟ ରୋଗ’ 'notifiable disease' ଭାବେ ଘୋଷଣା କଲେ ରାଜ୍ୟ ସରକାର । ଏହି ମାମଲା ସାମ୍ନାକୁ ଆସିଲେ ସରକାରଙ୍କୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ।