ଭୁବନେଶ୍ବର: ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ(Odisha Reports Omicron Cases) ଚିହ୍ନଟ ପରେ ବଢ଼ିଲା ସରକାରଙ୍କ ଚିନ୍ତା । ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ଆଉ କିଛି ସମୟ ମଧ୍ୟରେ ଲୋକସେବା ଭବନରେ ଆରମ୍ଭ ହେବ ବୈଠକ ।
Omicron Update: ଚିନ୍ତା ବଢାଇଲା ଓମିକ୍ରନ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ସରକାର
ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ(Odisha Reports c Cases) ପରେ ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ
Omicron Update: ଚିନ୍ତା ବଢାଇଲା ଓମିକ୍ରନ, ଉଚ୍ଚସ୍ତରୀୟ ବୈଠକ ଡାକିଲେ ସରକାର
ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା । ଖବର ଅନୁଯାୟୀ, ରାଜ୍ୟରେ ଆଜି 2 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଏବଂ ଅନ୍ୟଜଣେ କତାରରୁ ଫେରିଥିଲେ । ପଜିଟିଭ ଚିହ୍ନଟ ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ