ଓଡିଶା

odisha

ETV Bharat / city

ହୋଲି ଖେଳିବେନି ରାଜ୍ୟପାଳ - ହୋଲି ଖେଳିବେନି ରାଜ୍ୟପାଳ

odisha-governor-professor-ganeshi-lal-will-not-celebrate-holi
ହୋଲି ଖେଳିବେନି ରାଜ୍ୟପାଳ

By

Published : Mar 6, 2020, 6:45 PM IST

Updated : Mar 6, 2020, 7:27 PM IST

18:38 March 06

କୋରୋନା ଭୟ: ରାଜ୍ୟପାଳ ଖେଳିବେନି ହୋଲି

ହୋଲି ଖେଳିବେନି ରାଜ୍ୟପାଳ

ଭୁବନେଶ୍ବର: କରୋନା ଆତଙ୍କ ପାଇଁ ହୋଲି ଖେଳିବେନି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏନେଇ ରାଜଭବନ ତରଫରୁ ସୂଚନା ଦିଆଯାଇଛି। ନିଜେ ଖେଳିବେ ନାହିଁ କି କୌଣସି ହୋଲି ମିଳନ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । କୋରୋନା ପାଇଁ ବ୍ୟାପକ ସଚେତନତା ପଦକ୍ଷେପ ସ୍ବରୂପ ସେ ଏଥିରୁ ନିବୃତ୍ତ ରହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 6, 2020, 7:27 PM IST

ABOUT THE AUTHOR

...view details