ଓଡିଶା

odisha

ETV Bharat / city

ଚାପ ପରେ ମୁହଁ ଖୋଲିଲେ ସରକାର, ସୁପ୍ରିମକୋର୍ଟରେ ରଖିବେ ଉଚିତ ପକ୍ଷ - ଚାପ ପରେ ମୁହଁ ଖୋଲିଲେ ସରକାର

ସୁପ୍ରିମକୋର୍ଟଙ୍କ ପାଖରେ ମାମଲା ଶୁଣାଣି ନେଇ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶୁଣାଣିବେଳେ ରାଜ୍ୟ ସରକାର ଆଇନର ପରିସରରେ ରହି ଯେତିକି ସମର୍ଥନ ଦେବା କଥା ରଖିବେ ବୋଲି ବିଜ୍ଞପ୍ତି ଜାରି କରି କହିଛନ୍ତି । ଅଧିକ ପଢନ୍ତୁ...

ଚାପ ପରେ ମୁହଁ ଖୋଲିଲେ ସରକାର, ସୁପ୍ରିମକୋର୍ଟରେ ରଖିବେ ଉଚିତ ପକ୍ଷ
ଚାପ ପରେ ମୁହଁ ଖୋଲିଲେ ସରକାର, ସୁପ୍ରିମକୋର୍ଟରେ ରଖିବେ ଉଚିତ ପକ୍ଷ

By

Published : Jun 21, 2020, 10:37 PM IST

ଭୁବନେଶ୍ବର: ସବୁଆଡୁ ସମାଲୋଚନାର ଶିକାର ହେବା ପରେ ରଥଯାତ୍ରା ମାମଲାରେ ମୁହଁ ଖୋଲିଛନ୍ତି ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ପାଖରେ ମାମଲା ଶୁଣାଣି ନେଇ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ କୋଭିଡ ସ୍ଥିତି ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଆଇନ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ।

ଚାପ ପରେ ମୁହଁ ଖୋଲିଲେ ସରକାର, ସୁପ୍ରିମକୋର୍ଟରେ ରଖିବେ ଉଚିତ ପକ୍ଷ

ସେହିପରି ଗଜପତି ମହାରାଜା ଶନିବାର ଯେଉଁକଥା ନିଜ ଚିଠିରେ ଲେଖିଛନ୍ତି ତାହା ମଧ୍ୟ କୋର୍ଟଙ୍କୁ ଜଣାଇଥିବା ସରକାର କହିଛନ୍ତି । ଏ ସମସ୍ତ ବିଷୟ ଉପରେ ରାଜ୍ୟ ସରକାର ଅବଗତ ଅଛନ୍ତି । ସୋମବାର ହେବାକୁ ଥିବା ଶୁଣାଣିବେଳେ ରାଜ୍ୟ ସରକାର ଆଇନର ପରିସରରେ ରହି ଯେତିକି ସମର୍ଥନ ଦେବା କଥା ରଖିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details