ଓଡିଶା

odisha

ଦେଢ଼ କୋଟି ଅତିକ୍ରମ କଲା ଟୀକାକରଣ

By

Published : Jul 22, 2021, 9:03 PM IST

କରୋନା ଟୀକାକରଣ ଡ୍ରାଇଭରେ ଦେଢ଼ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ଅଧିକ ପଢନ୍ତୁ...

ଦେଢ଼ କୋଟି ଅତିକ୍ରମ କଲା ଟୀକାକରଣ
ଦେଢ଼ କୋଟି ଅତିକ୍ରମ କଲା ଟୀକାକରଣ

ଭୁବନେଶ୍ବର: ଟିକାର ଅଭାବ ସତ୍ତ୍ବେ ଟୀକାକରଣରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡି଼ଶା । ଓଡି଼ଶାରେ ଅଦ୍ୟାବଧି 1.5 କୋଟି ଟୀକାକରଣ କରାଯାଇଛି । ଏହାକୁ ସମ୍ଭବ କରିଥିବା ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ନାଗରିକଙ୍କୁ ଧନ୍ୟବାଦ ଜଣାଇଛି ସ୍ବସ୍ଥ୍ୟ ବିଭାଗ ।

ଦେଢ଼ କୋଟି ଅତିକ୍ରମ କଲା ଟୀକାକରଣ

ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ 1 କୋଟି 50ଲକ୍ଷ 51 ହଜାର 620 ଡୋଜ ଟୀକାରଣ ସରିଛି । ପ୍ରଥମ ଡୋଜ ନେଇଛନ୍ତି 1 କୋଟି 15 ଲକ୍ଷ 82 ହଜାର 111 ଓ ଦ୍ବିତୀୟ ଡୋଜ ନେଇଛନ୍ତି 34 ଲକ୍ଷ 69 ହଜାର 509 ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details