ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର 2 ବର୍ଷର ଝିଅକୁ କୋରୋନା ପଜିଟିଭ ରିପୋର୍ଟ ଆସିଛି। ସେ ହେଉଛନ୍ତି 68 ନମ୍ବର ଆକ୍ରାନ୍ତ। ସେହିଭଳି ଜଣେ 32 ବର୍ଷର ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ 67 ନମ୍ବର ଆକ୍ରାନ୍ତ।
2 ବର୍ଷ ଶିଶୁକୁ କୋରୋନା - odisha coronavirus upadate latest news
ବାଲେଶ୍ବର ଜିଲ୍ଲାର 2 ବର୍ଷର ଝିଅକୁ କୋରୋନା । ସେ ହେଉଛନ୍ତି 68 ନମ୍ବର ଆକ୍ରାନ୍ତ। ପଢନ୍ତୁ ସମ୍ପୂର୍ଣ୍ଣ ଖବର..
2 ବର୍ଷ ଶିଶୁକୁ କୋରୋନା
ଏଥିସହ 62, 63, 64, 65, 66 ନମ୍ବର ଆକ୍ରାନ୍ତମାନେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି। ସେମାନେ ସମସ୍ତେ ପୁରୁଷ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ