ଭୁବନେଶ୍ବର: ଲଦାଖ ଗଲୱାନ ସୀମାନ୍ତରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ଭାରତ ବିରୋଧରେ ଲଢ଼ିବା ପାଇଁ ଭାରତ ଚାରିପାଖରେ ଥିବା ଦେଶ ଚୀନକୁ ଉସୁକାଉଛନ୍ତି ବୋଲି ସେ କହିଛନ୍ତି ।
ଗଲୱାନ ଶହୀଦଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି - ଗଲୱାନ ଶହୀଦଙ୍କୁ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି
ରାଜ୍ୟ କଂଗ୍ରେସ ପକ୍ଷେରୁ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ନିରଞ୍ଜନ କହିଲେ ଚୀନ ବିପକ୍ଷରେ ସମଗ୍ର ଦେଶ ଏକ । ଅଧିକ ପଢ଼ନ୍ତୁ...
ଗଲୱାନ ଶହୀଦଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି
ଗଲୱାନ ଶହୀଦଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଶଦ୍ଧାଞ୍ଜଳି
ସୀମାରେ ହୋଇଥିବା ଏହି ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଭାରତ ଏହି ଲଢ଼େଇରେ ପଛଘୁଞ୍ଚା ଦେବନାହିଁ । ଏହି ସମୟରେ ସମଗ୍ର ଦେଶ ଏକ ବୋଲି ପ୍ରତିକ୍ରିୟା ଦେଇଛନ୍ତି ନିରଞ୍ଜନ । ଏହାସହ ଦଳୀୟ କାର୍ଯ୍ୟାଳୟ ଠାରେ ବୀର ଜବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଯାଇଛି । ଏହାସହ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ କ୍ୟାଣ୍ଡେଲ ମାର୍ଚ୍ଚ କରି ଶହୀଦ ବୀର ଜବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ