ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ(odisha congress blames bjd govt ) । ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଯେଉଁ ବନ୍ୟା ସ୍ଥିତି ଦେଖାଦେଇଛି ଏହା ଏକ ସରକାରୀକୃତ ବନ୍ୟା । ତୁରନ୍ତ ସରକାର ସବୁ ଦଳମାନଙ୍କୁ ଡାକି(All Party Meeting) ବୈଠକ କରନ୍ତୁ ଆଲୋଚନା କରନ୍ତୁ ଏବଂ ବନ୍ୟାର ସ୍ଥାୟୀ ପ୍ରତିକାର କଥା ଚିନ୍ତା କରନ୍ତୁ । ୨୩ ବର୍ଷର ସରକାରରେ କାମ କିପରି ହୋଇଛି ତାହା ଏହି ବନ୍ୟାରୁ ସହଜରେ ଅନୁମାନ କରାଯାଇପାରେ । ତେଣୁ ତୁରନ୍ତ ବୈଠକ ଡକାଇ ସମାଧାର ବାଟ ବାହାର କରନ୍ତୁ । ବନ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଏପରି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ(OPCC Chief Sarat Patnaik) ।
କଂଗ୍ରେସର ଅଭିଯୋଗ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ଡାକନ୍ତୁ ସର୍ବଦଳୀୟ ବୈଠକ - ଓଡିଶା ବନ୍ୟା ପରିଚାଳନା
ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲା କଂଗ୍ରେସ । ଏହା ଏକ ସରକାରୀକୃତ ବନ୍ୟା । ସରକାର ସବୁ ଦଳମାନଙ୍କୁ ଡାକି All Party Meeting ବନ୍ୟାର ସ୍ଥାୟୀ ପ୍ରତିକାର କଥା ଚିନ୍ତା କରନ୍ତୁ କହିଲେ ପିସିସି ସଭାପତି । ଅଧିକ ପଢନ୍ତୁ
![କଂଗ୍ରେସର ଅଭିଯୋଗ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ଡାକନ୍ତୁ ସର୍ବଦଳୀୟ ବୈଠକ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ସ୍ଥାୟୀ ପ୍ରତିକାର ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ କହିଲା କଂଗ୍ରେସ](https://etvbharatimages.akamaized.net/etvbharat/prod-images/768-512-16210116-thumbnail-3x2-bbsr.jpg)
ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ସ୍ଥାୟୀ ପ୍ରତିକାର ପାଇଁ ସର୍ବଦଳୀୟ ବୈଠକ ଡାକନ୍ତୁ କହିଲା କଂଗ୍ରେସ
କଂଗ୍ରେସର ଅଭିଯୋଗ ବନ୍ୟା ନିୟନ୍ତ୍ରଣରେ ସରକାର ଫେଲ୍, ଡାକନ୍ତୁ ସର୍ବଦଳୀୟ ବୈଠକ
ଇଟିଭି ଭାରତ, ଭୁବନେଶ୍ବର