ଓଡିଶା

odisha

CM Naveen To Address: ସନ୍ଧ୍ୟା 6ଟାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

By

Published : Dec 21, 2021, 4:28 PM IST

ଆଜି ସଂଧ୍ୟା ୬ ଟା ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik address the people of the state ) । ଅଧିକ ପଢନ୍ତୁ

CM Naveen Patnaik address
CM Naveen Patnaik address

ଭୁବନେଶ୍ବର:ଆଜି ସଂଧ୍ୟା ୬ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik address people of the state at 6 pm today ) ।

ସଂଧ୍ୟା ୫.୩୦ ପରେ ରାଜ୍ୟ କ୍ୟାବିନେଟର ବୈଠକ ପରେ ପରେ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ।

ତେବେ କେଉଁ ପ୍ରସଙ୍ଗରେ କଣ କହିବେ ମୁଖ୍ୟମନ୍ତ୍ରୀ ତାହା ଜଣାପଡିନାହିଁ । କିନ୍ତୁ ଆଜି ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ ଏହାକୁ ନେଇ କୌଣସି ପରାମର୍ଶ କିମ୍ବା, ଘୋଷଣା କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details