ଭୁବନେଶ୍ବର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୁର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।
ଏହି ବୈଠକରେ ମୁଖ୍ୟତଃ ଶୀତକାଳୀନ ଅଧିବେଶନରେ ଆଗତ ହେବାକୁ ଥିବା ବିଲ୍ ଉପରେ କ୍ଯାବିନେଟର ମଞ୍ଜୁରୀ ନିଆଯିବ । ପୌରାଞ୍ଚଳ ଓ ମହାନଗର ନିଗମ ଆଇନରେ ସଂଶୋଧନ ପ୍ରସ୍ତାବ ଆଗତ ନେଇ ଆଲୋଚନା ହେବ।