ଭୁବନେଶ୍ବର: ଓଡିଶା ପ୍ରଶାସନିକ ସେବା (ଓଏଏସ)ରେ 220 ନୂଆ ପଦବୀ ସୃଷ୍ଟି କରାଗଲା । ଏନଇ ଆଜି (ବୁଧବାର) କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଓଡିଶା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
220 ନୂଆ OAS ପଦବୀକୁ ଅନୁମୋଦନ - ଓଡିଶା ପ୍ରଶାସନିକ ସେବା
ଓଡିଶା ପ୍ରଶାସନିକ ସେବାରେ 220 ନୂଆ ପଦବୀ ସୃଷ୍ଟି କରାଗଲା । ଏନେଇ ଓଡିଶା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଓଡିଶା ପ୍ରଶାସନିକ ସେବାରେ ସୃଷ୍ଟି କରାଗଲା 220 ନୂଆ ପଦବୀ
ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସରକାର ନୂତନ ପଦବୀ ସୃଷ୍ଟି କରିଛନ୍ତି । ଆଜି ରାଜ୍ୟ ସରକାର 220 ନୂତନ ଭାବରେ ଓଡିଶା ପ୍ରଶାସନିକ ସେବାର ପଦବୀ ସୃଷ୍ଟି କରିଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟଭି ଭାରତ